କରୋନା ଚଡ଼କ : ରାଜଧାନୀ ଉପକଣ୍ଠରେ କୁକୁଡ଼ା ଗୋଟା ୧୦ ରୁ ୩୦ଟଙ୍କା

୫୦ ଟଙ୍କାକୁ ଖସିଲା ଚିକେନ୍‌ କିଲୋ, ଖସୁଛି ଦର, ଆସୁନାହାନ୍ତି ଗ୍ରାହକ ଭୁବନେଶ୍ୱର : କୁକୁଡ଼ା ଗୋଟାକୁ ୧୦ ରୁ ୩୦ ଟଙ୍କା। ଗୋଟିଏ କେଜି କୁକୁଡ଼ା ମାଂସ କିଣିଲେ ଦେବାକୁ ପଡ଼ୁଛି ମାତ୍ର ୫୦ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଆଜି ଦିନରେ ରାଜଧାନୀ ଉପକଣ୍ଠରେ କୁକୁଡ଼ା ଓ ଚିକେନ୍‌ (ମାଂସ)ର ମୂଲ୍ୟ ଏଭଳି ରହିଛି। ଅବଶ୍ୟ ସହର ଭିତରେ ଚିକେନ୍‌ କାଉଣ୍ଟରରେ ଗୋଟା କୁକୁଡ଼ା ଓ … Continue reading କରୋନା ଚଡ଼କ : ରାଜଧାନୀ ଉପକଣ୍ଠରେ କୁକୁଡ଼ା ଗୋଟା ୧୦ ରୁ ୩୦ଟଙ୍କା